Browsing Tag

released today

ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର : ଆଜି ସକାଳ ସାଢେ ୧୦ରେ ମାଟ୍ରିକ ଓ ଅପରାହ୍ନରେ ବାହାରିବ +୨ ରେଜଲ୍ଟ

କଟକ (କେନ୍ୟୁଜ): ଆଜି ମାଟ୍ରିକ ରେଜଲ୍ଟ । ସକାଳ ସାଢେ ୧୦ ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ସକାଳ ୯ଟା ୩୦ ରେ ବୋର୍ଡ ରେଜଲ୍ଟ କମିଟି ବସିବା ପରେ ଫଳ ପ୍ରକାଶ ପାଇବ। ୧୧ଟା ୩୦ରେ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରୁ ରେଜଲ୍ଟ ଉପଲବ୍ଧ ହେବ। ପ୍ରଥମ ଥର…