Below header
Browsing Tag

remove unwanted hair

ତ୍ୱଚାରୁ ଅଦରକାରୀ କେଶ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଅଧିକାଂଶ ଲୋକଙ୍କ ଶରୀରରେ ଅତ୍ୟଧିକ କେଶ ଉଠିଥାଏ। ଯାହା ଫଳରେ ଚେହେରାର ସୁନ୍ଦରତା ନଷ୍ଟ ହୋଇଯାଇଥାଏ। ଏନେଇ ଅଧିକାଂଶ ମହିଳାମାନେ ପାର୍ଲର ଯାଇ ଥ୍ରେଡ଼ିଙ୍ଗ୍ କିମ୍ବା କେମିକାଲ ଯୁକ୍ତ କ୍ରିମ ବ୍ୟବହାର କରି ଏହି ସମସ୍ୟା ଦୂର କରିଥାନ୍ତି। କିନ୍ତୁ କିଛି ମହିଳାଙ୍କ ତ୍ବଚା ଵହୁତ ମୂଲାୟମ…

ଟୁଥପେଷ୍ଟ ସାହାଯ୍ଯରେ ଶରୀରରୁ କାଢିପାରିବେ ଅଦରକାରୀ ଲୋମ, ଆପଣାନ୍ତୁ ଏହି ଉପାୟ

ଶରୀରରୁ ଲୋମକୁ ହଟାଇବାର ଅନେକ ବିକଳ୍ପ ରହିଛି । କିନ୍ତୁ ସେହି ବିକଳ୍ପ ବିଷୟରେ ଲୋକମାନେ ଭାବନ୍ତିକି କେମିତି ସହଜରେ ଶରୀରରେ ଚାହୁଁନଥିବା ଲୋମକୁ ହଟାଇବା ପାଇଁ । ପ୍ରାୟତଃ ୱାକସିଙ୍ଗ କିମ୍ବା ଥ୍ରେଡିଙ୍ଗ ଦ୍ବାରା ଲୋମକୁ କଢାଯାଇଥାଏ, ହେଲେ ଏଥିରେ ବହୁତ କଷ୍ଟ ହୋଇଥାଏ । ଏମିତିରେ ଲୋମକୁ…