Browsing Tag

rented house

ଘରୋଇ ହଷ୍ଟେଲରେ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଭୁବନେଶ୍ୱର (କେନ୍ୟୁଜ): ଫ୍ୟାନରେ ଝୁଲିପଡିଲେ ଯୁବକ । ଭୁବନେଶ୍ୱର ନୂଆଗାଁ ଛକରେ ଥିବା ଏକ ଘରୋଇ ହଷ୍ଟେଲରେ ଯୁବକ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଂଚିଛି ଧଉଳି ଥାନା ପୋଲିସ । ଗତ କିଛିଦିନ ହେବ ଚାକିରି ଅନେ୍ଵଷଣରେ ଆସି ହଷ୍ଟେଲରେ ରହୁଥିଲେ ଯୁବକ…