Browsing Tag

reopen the school

ଓମିକ୍ରନ ବଢିଲେ ବଦଳି ପାରେ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି: DMET ରମାରମଣ ମହାନ୍ତି

ଭୁବନେଶ୍ବର(କେନ୍ଯୁଜ୍): ବଦଳିପାରେ ଜାନୁଆରି ୩ ତାରିଖରୁ ରାଜ୍ୟରେ ପ୍ରାଥମିକ ସ୍କୁଲ୍‌ ଖୋଲିବା ନିଷ୍ପତ୍ତି। ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ଦେଇଛନ୍ତି DMET ରମାରମଣ ମହାନ୍ତି। ରାଜ୍ୟ ସରକାର…