Below header
Browsing Tag

resigns

ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ, କହିଲେ ଆମ ସହିତ ଅନ୍ୟାୟ ହୋଇଛି

କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଶୁପତି ପାରସ । ପଶୁପତି ପାରସଙ୍କ ନେତୃତ୍ବାଧୀନ ଏଲଜେପିକୁ ଟିକେଟ ନମିଳିବାରୁ ସେ କେନ୍ଦ୍ର ମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ଗତକାଲି ବିହାରରେ ଏନଡିଏର ଆସନ ବୁଝାମଣା ଘୋଷଣା ହୋଇଛି । ପଶୁପତି ପାରସଙ୍କୁ ଏଲଜେପିକୁ ଟିକେଟ ନଦେଇ ଚିରାଗ…

ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କ ଇସ୍ତଫା, ବିଜେପି ତରଫରୁ ଲଢିପାରନ୍ତି ନିର୍ବାଚନ !

ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପାଖରେ ପୁଡୁଚେରୀ ଉପରାଜ୍ୟପାଳ ଅତିରିକ୍ତ ଦାୟିତ୍ୱ ବି ରହିଛି । ରାଜନୀତିରେ ପୁଣି ପ୍ରବେଶ କରିବା ପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି । ତାମିଲସାଇ ସୁନ୍ଦରରାଜନ ବିଜେପି ଟିକେଟରୁ…

ଶେଷରେ ଇସ୍ତଫା ଦେଲେ ଶ୍ରୀଲଙ୍କାର ରାଷ୍ଟ୍ରପତି,ମାଳଦ୍ବୀପରୁ ଗଲେ ସିଙ୍ଗାପୁର

ନୂଆଦିଲ୍ଲୀ : ଜରୁରୀକାଳୀନ ପରିସ୍ଥିତି ଓ ବିରୋଧ ପ୍ରଦର୍ଶନ ମଧ୍ୟରେ ଶ୍ରୀଲଙ୍କାର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। ଏହି ସମୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ମାଲଦ୍ୱୀପରୁ ସିଙ୍ଗାପୁର ଯାଇଛନ୍ତି। ଏଥିସହିତ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଶେଷରେ ନିଜ ପଦରୁ ଇସ୍ତଫା…

ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ। ଗତ ୧୦ ତାରିଖରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ଆଜି ସିଦ୍ଧୁ ନିଜେ ଇସ୍ତଫାପତ୍ରକୁ ଟ୍ଵିଟ୍‌ କରି ଏହି ସୂଚନା…