Browsing Tag

ri exam

ବଲାଙ୍ଗିରରେ ଆର.ଆଇ ପରୀକ୍ଷାରେ ବଡ଼ ବିଭ୍ରାଟ, ଆଡମିଟ୍‌ କାର୍ଡ ତ୍ରୁଟି ପାଇଁ ହଇରାଣ ପରୀକ୍ଷାର୍ଥୀ

ବଲାଙ୍ଗିର(କେନ୍ୟୁଜ୍):  ବଲାଙ୍ଗିରରେ ଆର.ଆଇ ପରୀକ୍ଷାରେ ବଡ଼ ବିଭ୍ରାଟ । ଆଡମିଟ୍‌ କାର୍ଡରେ ସେଣ୍ଟର ଗୋଟିଏ ସ୍ଥାନ ଏବଂ ପରୀକ୍ଷା କେନ୍ଦ୍ର ଆଉ ଏକ ସ୍ଥାନରେ ଥିଲା । ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଥିଲେ ପରୀକ୍ଷାର୍ଥୀ । ଆଡମିଟ କାର୍ଡରେ ସେଣ୍ଟର ଲେଖାଥିଲା ସରକାରୀ ମହାବିଦ୍ୟାଲୟ…