Below header

ବଲାଙ୍ଗିରରେ ଆର.ଆଇ ପରୀକ୍ଷାରେ ବଡ଼ ବିଭ୍ରାଟ, ଆଡମିଟ୍‌ କାର୍ଡ ତ୍ରୁଟି ପାଇଁ ହଇରାଣ ପରୀକ୍ଷାର୍ଥୀ

ବଲାଙ୍ଗିର(କେନ୍ୟୁଜ୍):  ବଲାଙ୍ଗିରରେ ଆର.ଆଇ ପରୀକ୍ଷାରେ ବଡ଼ ବିଭ୍ରାଟ । ଆଡମିଟ୍‌ କାର୍ଡରେ ସେଣ୍ଟର ଗୋଟିଏ ସ୍ଥାନ ଏବଂ ପରୀକ୍ଷା କେନ୍ଦ୍ର ଆଉ ଏକ ସ୍ଥାନରେ ଥିଲା । ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଥିଲେ ପରୀକ୍ଷାର୍ଥୀ ।

ଆଡମିଟ କାର୍ଡରେ ସେଣ୍ଟର ଲେଖାଥିଲା ସରକାରୀ ମହାବିଦ୍ୟାଲୟ ,ଟିଟିଲାଗଡ ରୋଡ,ବଲାଙ୍ଗିର । ଫଳରେ ଟିଟିଲାଗଡ ମହିଳା ମହାବିଦ୍ୟାଳୟକୁ ଯାଇଥିଲେ ଅନେକ ପରୀକ୍ଷାର୍ଥୀ । ହେଲେ ସେଣ୍ଟରରେ ପହଞ୍ଚିବାରୁ ସେଠାରେ ପରୀକ୍ଷା କେନ୍ଦ୍ର ହୋଇ ନଥିବା ଜାଣିବାକୁ ପାଇଥିଲେ । ଏଥିରେ ଅନେକ ପରୀକ୍ଷାର୍ଥୀ ହଇରାଣ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.