Below header

Vishing ହ୍ୟାକିଂ ପଏଣ୍ଟ ଦ୍ୱାରା ଏବେ ଚୋରୀ ହେଉଛି ସମସ୍ତ ତଥ୍ୟ, ରୁହନ୍ତୁ ସତର୍କ

ଆପଣ କେବେ Vishing ବିଷୟରେ ଶୁଣିଛନ୍ତି । ଏହା ହ୍ୟାକିଂ କରିବାର ଅନ୍ୟ ଏକ ଉପାୟ, ଯାହା ସାହାଯ୍ୟରେ ଆପଣଙ୍କ ଫୋନରେ ଥିବା ସମସ୍ତ ତଥ୍ୟ ଓ ସମ୍ବେଦନଶୀଳକାରୀ ସୂଚନା ଚୋରି କରିହେବ । ଏଥିରେ ୟୁଜର ଆଇଡି, ଲଗଇନ ଏବଂ ଟ୍ରାଞ୍ଜେକସନ ପାସୱାର୍ଡ , ଓଟିପି , ୟୁଆରଏନ, କାର୍ଡ ପିନ, ଗ୍ରେଡ କାର୍ଡ ଭାଲ୍ୟୁ, ସିଭିଭି ସାମିଲ ରହିଥାଏ ।

ଅନ୍ୟପକ୍ଷରେ ଏହାଆପଣଙ୍କ ପର୍ସନାଲ ଡିଟେଲ୍ସ ମଧ୍ୟ ଚୋରି କରିଥାଏ । ଏଥିରେ ହ୍ୟାକର ନିଜକୁ ବ୍ୟାଙ୍କରର ସୂଚନା ଦେଇଥାଏ । ପରେ ଲୋକଙ୍କୁ ଠକି ତାଙ୍କର ସମସ୍ତ ତଥ୍ୟକୁ ଚୋରି କରେ । ୟୂଜର ବିନା ଅନୁମତିରେ ଏହା ଏଭଳି କାର୍ଯ୍ୟ ହୋଇଥାଏ ।

bank
pc: needham bank

ତେଣୁ ସବୁବେଳେ ମନେ ରଖିରେ କୌଣସି ଫୋନ କଲ କିମ୍ବା ମେସେଜ ଆସି ଆପଣଙ୍କୁ ପର୍ସନାଲ ସହ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ତଥ୍ୟ ବୁଝିବାକୁ ଲାଗିଲେ ସତର୍କ ରୁହନ୍ତୁ । ଏହାର କୌଣସି ଉତ୍ତର ଆପଣ ଦିଅନ୍ତୁ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.