Browsing Tag

hackers

ଟଙ୍କା ଲୁଟ କରିବାର ନୂଆ ପ୍ଲାନ୍‌ କରୁଛନ୍ତି ହ୍ୟାକର୍ସ, ଭୁଲରେ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ

ବର୍ତ୍ତମାନ ସମୟରେ ବ୍ୟାଙ୍କ ଫ୍ରଡ୍‌ ସାଧାରଣ କଥା ହୋଇଯାଇଛି । କିନ୍ତୁ ଆପଣଙ୍କ ସତର୍କତା ହିଁ ଆପଣଙ୍କୁ ସାଇବର ଠକାମିରୁ ବଞ୍ଚାଇ ପାରିବ । ତେବେ ନିକଟରେ ହିଁ ଏକ ବ୍ୟାଙ୍କିଙ୍ଗ ଟ୍ରୋଜନ ଚିହ୍ନଟ ହୋଇଛି, ଯାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରୁଛି । ଏହାର ନାଁ ହେଉଛି SpyNote…

ଅନଲାଇନ ଭିଡିଓ କଲରୁ ଆପଣଙ୍କ ସ୍ୱର ଚୋରି କରୁଛନ୍ତି ହ୍ୟାକର୍ସ, AI ଦ୍ୱାରା ହ୍ୟାକ୍‌ କରୁଛନ୍ତି ପାସଓ୍ଵାର୍ଡ

AI ବର୍ତ୍ତମାନ ଏତେ ଅଧିକ ଆଡଭାନ୍ସ ହୋଇଛି ଯେ ଏହା ଆପଣଙ୍କ ଅଡିଓ ମାଧ୍ୟମରେ ଆପଣଙ୍କ ପାସୱାର୍ଡ ଜାଣି ପାରିବ । AI ଟେକ୍ନୋଲୋଜିର ବ୍ୟବହାର କରି ହ୍ୟାକରମାନେ ମୋବାଇଲ୍, ଲ୍ୟାପଟପ୍ ଏବଂ କମ୍ପ୍ୟୁଟରରେ ଗେମ୍ସ ମାଧ୍ୟମରେ କିମ୍ବା କୌଣସି ସୋସିଆଲ ମିଡିଆରୁ ମାଲୱେୟାର ପଠାଇ ଆପଣଙ୍କ ସ୍ୱରକୁ…

ଭାରତକୁ ଅଧିକ ଟାର୍ଗେଟ କରୁଛନ୍ତି ହ୍ୟାକର୍ସ, ପ୍ରକାଶ ପାଇଲା ରିପୋର୍ଟ

ହ୍ୟାକିଂ ଆଜି ଦୁନିଆର ସବୁଠୁ ବଡ ସମସ୍ୟା ପାଲଟିଛି । ଏହି ସମସ୍ୟାର ସମାଧାନ ପାଇଁ ସମଗ୍ର ବିଶ୍ୱ ମୁକାବିଲା କରୁଛି । ସାଇବର ଆଟାକ ଯୋଗୁଁ ଅନେକ ଦେଶର ଅବସ୍ଥା ଖରାପ ହେବାରେ ଲାଗିଛି । ଏଥି ସହିତ ଭାରତରେ ମଧ୍ୟ ସାଇବର ଆଟାକର ଘଟଣା ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ସମଗ୍ର ବିଶ୍ୱରେ ଥିବା…

ବିନା OTP ରେ ଆକାଉଣ୍ଟ ରୁ କଟୁଛି ଟଙ୍କା?

sବିଭିନ୍ନ ସାଇବର ଠକେଇରୁ ଦୁରେଇ ରହିବା ପାଇଁ ବ୍ୟାଙ୍କ ସବୁବେଳେ ନିଜର ଗ୍ରାହକଙ୍କୁ ସେମାନଙ୍କର ଡେବିଟ୍ / କ୍ରେଡିଟ୍ କାର୍ଡର PIN ନମ୍ବର କିମ୍ବା OTP ନମ୍ବରକୁ କାହାକୁ ନଦେବାକୁ ପରାମର୍ଶ ଦେଇଥାନ୍ତି। ଖାଲି ସେତିକି ନୁହେଁ ଏହା ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଯେପରି କୌଣସି ଅର୍ଥ…

ନିଜ 4G ସିମକୁ 5Gରେ କନଭର୍ଟ କରିବା ପାଇଁ ଏଭଳି ସ୍କାମର୍ସଙ୍କ ଠୁ ଦୂରେଇ ରୁହନ୍ତୁ, ଅଜଣା ଲିଙ୍କକୁ ଆଦୌ କ୍ଲିକ କରନ୍ତୁ…

ଯଦି ଆପଣ ବି ନିଜ 4G ସିମକୁ 5G ରେ କନଭର୍ଟ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସତର୍କ ରୁହନ୍ତୁ। ଜଲଦି ଜଲଦି ରେ ଏମିତି କିଛି ଭୁଲ କରନ୍ତୁ ନାହିଁ ଯେଉଁଥିରେ ପରେ ଆପଣଙ୍କୁ ସମସ୍ୟା ଭୋଗିବାକୁ ପଡ଼ିବ। 5G ସିମକୁ ଅପଗ୍ରେଡ କରିବା ପାଇଁ ଏବେ ଅନେକ ଫ୍ରଡ ମାନଙ୍କ କଥା ସାମ୍ନାକୁ ଆସିଛି।…

ହ୍ୟାକର୍ସ ପାଇଯାଇଛନ୍ତି ଡାଟା ଖୋଜିବାର ନୂଆ ଉପାୟ, ତେଣୁ ରୁହନ୍ତୁ ସାବଧାନ

ଆପଣ ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ୍ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କୁ ବର୍ତ୍ତମାନ ଅଧିକ ସତର୍କ ରହିବାକୁ ପଡିବ। ଆପଣ ଜାଣିଥିବେ ବର୍ତ୍ତମାନ ଅନେକ ଅନଲାଇନ ଠକେଇ ମାମଲା ବଢୁଛି। ପୁଣି ଏବେ ୟୁଟ୍ୟୁବରେ ନୂଆ ମାମଲା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ହ୍ୟାକର୍ସ ପାସୱାର୍ଡ ପାଇଯାଉଛନ୍ତି,…

ଏବେ ହ୍ୟାକରଙ୍କଠାରୁ ସୁରକ୍ଷିତ ରହିବ ସରକାରୀ ତଥ୍ୟ, ଓଡ଼ିଶା ସରକାର ଆରମ୍ଭ କଲେ ନୂଆ ଅଭିଯାନ

ଭୁବନେଶ୍ୱର(କେନ୍ୟୁଜ୍‌): ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ନୂଆ ଅଧ୍ୟାୟ । ସାରା ବିଶ୍ୱ ଏବେ ସାଇବର ଅପରାଧୀଙ୍କ ପ୍ରତାଡ଼ନାର ଶିକାର ହେଉଥିବା ବେଳେ ସାଇବର ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ଅଭିଯାନ । ହ୍ୟାକରମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ…

ଆକାଉଣ୍ଟ ଭେରିଫାଏଡ ଥିଲେ ବି ହୋଇଯିବେ ଠକାମିର ଶିକାର, ଆସିଲା ହ୍ଵାଟସଆପ୍‌ ର ନୂଆ ସତର୍କ ବାଣି

ଡିଜିଟାଲ ଦୁନିଆରେ ଏବେ ସବୁ କିଛି କାମ ସହଜରେ ହୋଇପାରୁଛି। ଆମେ ଯାହା ଚାହୁଁଛନ୍ତି ତୁରନ୍ତ ଆମେ ତାହାକୁ ପାଇପାରୁଛନ୍ତି କିନ୍ତୁ ଏହିସବୁ ଭିତରେ ଆମ ପର୍ସନାଲ ଡାଟା ସମସ୍ୟାରେ ପଡୁଛି। ଆପଣ ପ୍ରତ୍ୟେକଦିନ ଶୁଣିବାକୁ ପାଉଥିବେ କୌଣସି ନା କୌଣସି ପ୍ଲାଟଫର୍ମ ଦ୍ୱାରା ଲୋକଙ୍କର ଡାଟା ଲିକ୍‌…

ହୋଇ ଯାଆନ୍ତୁ ସାବଧାନ! ହ୍ଵାଟସ୍‌ଆପରେ ଚାଲୁଛି ନୂଆ ପ୍ରକାରର ଠକେଇ; ସମ୍ପର୍କୀୟ ହୋଇ ଲୁଟୁଛନ୍ତି ପଇସା

ପ୍ରଥମେ ଇମେଲ ଓ ଏସ୍‌ଏମ୍‌ଏସ୍‌, ଆଉ ଏବେ ହ୍ଵାଟସ୍‌ଆପ ଜରିଆରେ ସାଇବର କ୍ରାଇମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଙ୍ଗ୍‌ ଆପ୍‌ ହ୍ଵାଟସ୍‌ଆପ ଏବେ ସାଇବର ଠକେଇର ପ୍ଲାଟଫର୍ମ ବନି ଯାଇଛି, ଯେଉଁଠି ଲୋକମାନଙ୍କୁ ବିଭିନ୍ନ ପ୍ରକାର ଟ୍ରିକ୍ସ ଜରିଆରେ…

Vishing ହ୍ୟାକିଂ ପଏଣ୍ଟ ଦ୍ୱାରା ଏବେ ଚୋରୀ ହେଉଛି ସମସ୍ତ ତଥ୍ୟ, ରୁହନ୍ତୁ ସତର୍କ

ଆପଣ କେବେ Vishing ବିଷୟରେ ଶୁଣିଛନ୍ତି । ଏହା ହ୍ୟାକିଂ କରିବାର ଅନ୍ୟ ଏକ ଉପାୟ, ଯାହା ସାହାଯ୍ୟରେ ଆପଣଙ୍କ ଫୋନରେ ଥିବା ସମସ୍ତ ତଥ୍ୟ ଓ ସମ୍ବେଦନଶୀଳକାରୀ ସୂଚନା ଚୋରି କରିହେବ । ଏଥିରେ ୟୁଜର ଆଇଡି, ଲଗଇନ ଏବଂ ଟ୍ରାଞ୍ଜେକସନ ପାସୱାର୍ଡ , ଓଟିପି , ୟୁଆରଏନ, କାର୍ଡ ପିନ, ଗ୍ରେଡ କାର୍ଡ…

ସାବଧାନ! ମୋବାଇଲ ନମ୍ବର ହ୍ୟାକ୍ କରୁଛି ଇସ୍ରାଏଲର ଏକ ସଂସ୍ଥା, ବାଦ ପଡିଲେନି ମୋଦି ସରକାରଙ୍କ ଦୁଇ ମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଇସ୍ରାଏଲର ଏକ ସଂସ୍ଥା ୩୦୦ରୁ ଅଧିକ ଭାରତୀୟଙ୍କ ଫୋନ ନମ୍ବର ହ୍ୟାକ କରିଛି । ଏଥିରେ ଅଛନ୍ତି ମୋଦୀ ସରକାରରେ ଥିବା ଦୁଇ ଜଣ ମନ୍ତ୍ରୀ, ସୁପ୍ରିମକୋର୍ଟର ଜଣେ ବିଚାରପତି, ବିରୋଧୀ ଦଳର ତିନି ଜଣ ନେତା ଏବଂ ସାମ୍ବାଦିକ । ଦ ଓ୍ଵାୟାର ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ…

ସ୍ମାର୍ଟଫୋନକୁ ହ୍ୟାକର୍ସ ତଥା ଠକେଇରୁ ବଞ୍ଚାଇବା ପାଇଁ ସେଟିଂରେ ନିଶ୍ଚୟ କରନ୍ତୁ ଏସବୁ ପରିବର୍ତ୍ତନ, ହେବନି କୌଣସି…

ଏବେ ସ୍ମାର୍ଟଫୋନର ବ୍ୟବହାର ବହୁତ ବଢ଼ିଗଲାଣି। ପ୍ରତ୍ୟେକ ଛୋଟ ବଡ଼ କାମ ପାଇଁ ଆମେ ମୋବାଇଲ ଉପରେ ନିର୍ଭର କରୁଛୁ। ଏଣୁ ଧୀରେ ମୋବାଇଲ ମାଧ୍ୟମରେ ଠକେଇ ମାମଲା ବି ବଢ଼ୁଛି। ଖାସ କରି ଅନଲାଇନ ସପିଂ କିମ୍ବା ଟଙ୍କା ଦେବା ନେବା କରିବା ବେଳେ ଏହି ଠକେଇ ଅଧିକ ହେଉଛି। ଏଭଳି ସ୍ଥିତିରେ ନିଜର…