Below header
Browsing Tag

ring ceremony

ରାଘବ ଓ ପରିଣୀତିଙ୍କ ରିଂ ସେରିମନିର ପ୍ରସ୍ତୁତି ଆରମ୍ଭ, ଏପ୍ରିଲ ୧୦ରେ କପଲ୍‌ କରିବେ ନିର୍ବନ୍ଧ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ା ଗତ କିଛି ଦିନ ହେବ ନିଜ ଆଫେୟାର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଯଦିଓ ଏହି ଦମ୍ପତି ଏ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିନାହାନ୍ତି। କିନ୍ତୁ ପଞ୍ଜାବୀ ଗାୟକ ତଥା ଅଭିନେତା ହାର୍ଡି ସନ୍ଧୁ ପରିଣୀତି ଓ ରାଘବଙ୍କ…

ସରିଲା ନିର୍ବନ୍ଧ, କିଛି ଦିନରେ ବିବାହ ବନ୍ଧନରେ ବାନ୍ଧି ହେବେ ସମଲିଙ୍ଗୀ ଡାକ୍ତର

ନୂଆଦିଲ୍ଲୀ: ପ୍ରେମ ଏମିତି ଏକ ଅନୁଭବ ଯାହା ଦୁଇଟି ହୃଦୟକୁ ମିଳନ କରେ। ପ୍ରେମ ମାନେନି ଜାତି, ଲିିଙ୍ଗ ଓ ଭେଦଭାବ, ପ୍ରେମ ନା ଦେଖେ କୌଣସି ବୟସ ନା ବନ୍ଧନ। ପୂର୍ବରୁ ଧର୍ମ ଓ ଜାତିର ଭେଦଭାବ ମହିଳା ଓ ପୁରୁଷଙ୍କୁ ଅଲଗା କରିବା ପାଇଁ ବ୍ୟବହୃତ ହେଉଥିଲା। ଏହା ପରେ ସମଲିଙ୍ଗୀ ବିବାହର ବିରୋଧ…