Below header
Browsing Tag

Rizvi Tells Pak Govt to Threaten Nations

ଅନ୍ୟ ଦେଶରୁ ଟଙ୍କା ପାଇବା ପାଇଁ ପାକିସ୍ତାନକୁ ଟିହାଇଲା ଜିହାଦୀ ସଂଗଠନ, କହିଲା, ପରମାଣୁ ଧମକ ଦେଲେ ଆସିଯିବ ଅର୍ଥ

ଇସଲାମବାଦ : ପାକିସ୍ତାନ ଏବେ ଭୟଙ୍କର ଆର୍ଥିକ ସଂକଟ ଦେଇ ଗତି କରୁଛି । ଲୋକେ ଦୁଇ ଓଳା ଖାଇବାକୁ ପାଉ ନାହାଁନ୍ତି । ଦରଦାମ ପାକିସ୍ତାନରେ ଆକାଶ ଛୁଆଁ ହୋଇଛି । ଆର୍ଥିକ ସହାୟତା ପାଇଁ ପାକିସ୍ତାନ ଏବେ ବିଭିନ୍ନ ଦେଶ ଆଗରେ ହାତ ପାତୁଥିବା ବେଳେ ଜିହାଦୀ ସଂଗଠନ ଦେଇଛି ଏକ ଅଭିନବ ଉପାୟ ।…