ନରସିଂହପୁରରେ ବିଭିନ୍ନ ସ୍ଥାନରେ ଡକାୟତି ଘଟଣାର ପର୍ଦ୍ଦାଫାସ୍, ୫ ଗିରଫ
ନରସିଂହପୁର: ନରସିଂହପୁରରେ ବିଭିନ୍ନ ସ୍ଥାନରେ ଡକାୟତି ଘଟଣାର ପର୍ଦ୍ଦାଫାସ୍ । ୫ ଗିରଫ । ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ନାୟକ ସହ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ନରସିଂହପୁର ଥାନା ପୋଲିସ୍ । ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଡକାୟତି ଘଟଣାରେ ଏମାନଙ୍କ ସଂପୃକ୍ତି ରହିଛି ।
ଗିରଫ…