Below header

ନରସିଂହପୁରରେ ବିଭିନ୍ନ ସ୍ଥାନରେ ଡକାୟତି ଘଟଣାର ପର୍ଦ୍ଦାଫାସ୍, ୫ ଗିରଫ

ନରସିଂହପୁର: ନରସିଂହପୁରରେ ବିଭିନ୍ନ ସ୍ଥାନରେ ଡକାୟତି ଘଟଣାର ପର୍ଦ୍ଦାଫାସ୍ । ୫ ଗିରଫ । ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ନାୟକ ସହ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ନରସିଂହପୁର ଥାନା ପୋଲିସ୍‌ । ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଡକାୟତି ଘଟଣାରେ ଏମାନଙ୍କ ସଂପୃକ୍ତି ରହିଛି ।

ଗିରଫ ଅଭିଯୁକ୍ତଙ୍କ ଠାରୁ ୪ହଜାର ୧ଶହ ଟଙ୍କା, ଗୋଟିଏ ଭୁଜାଲି, ପିସ୍ତଲ ସହ ୨ଟି ଅଫୁଟା ଗୁଳି ଜବତ ହୋଇଛି । ଗୋପପୁର ପେଟ୍ରୋଲ ପମ୍ପ, ଗୋଡିବନ୍ଧ ବ୍ୟାଙ୍କ, କମଳାଦେଇପୁର ଗ୍ରାହକ ସେବାକେନ୍ଦ୍ର ଡକାୟତିରେ ଏମାନେ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.