Browsing Tag

robbery in balangir

ବିଚ୍‌ ରାସ୍ତାରେ ଡକାୟତି, ମର୍ଣ୍ଣିଂ ୱାକ୍‌ ବେଳେ ଲୁଟର ଶିକାର ହେଲେ ଅବସରପ୍ରାପ୍ତ ପୋଲିସ ଅଫିସର

ବଲାଙ୍ଗିର(କେନ୍ଯୁଜ୍) : ମର୍ଣ୍ଣିଂ ୱାକ୍‌ ବେଳେ ଲୁଟ୍‌। ବିଚ୍‌ ରାସ୍ତାରେ ଡକାୟତି। ବଲାଙ୍ଗିର ଆରଟିଓ ଛକରେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଉପରେ ଆକ୍ରମଣ କରି ଲୁଟିେନେ ଟଙ୍କା ଓ ମୋବାଇଲ । ବିଷ୍ଣୁ ପ୍ରସାଦ ପାଢୀଙ୍କ ଠାରୁ ଲୁଟି ନେଇ ୩ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଆଜି ସକାଳେ…