Browsing Tag

sachin-dravid coflict

ଭାରତୀୟ କ୍ରିକେଟ୍‌ରେ ଏମିତି ଏକ ଘଟଣା, ଯେତେବେଳେ ଦ୍ରାବିଡ଼ଙ୍କ ଉପରେ ରାଗି ସଚିନ୍‌ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ

କ୍ରକେଟ୍‌ର ଭଗବାନ ବୋଲି କୁହାଯାଏ ସଚିନ ତେନ୍ଦୁଲକରଙ୍କୁ । ଆଉ ‘ଦି ଓ୍ଵାଲ’ ଭାବେ ପରିଚିତ ରାହୁଲ ଦ୍ରାବିଡ଼ । ଜଣେ ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନ୍‌ ଆଉ ଜଣେ ଧୈର୍ଯ୍ୟର ସହ ଓ୍ଵିକେଟ୍‌ରେ ରହି ଲମ୍ବା ଇନିଂସ୍‌ ଖେଳିବାରେ ଧୁରନ୍ଧର । ଉଭୟ ଶାନ୍ତ ମଣିଷ । ହେଲେ ଦ୍ରାବିଡ଼ ଅଧିକ ଶାନ୍ତ ଓ ଅତି…