Below header
Browsing Tag

sahayatri app

ଲଞ୍ଚ ହେଲା ‘ସହଯାତ୍ରୀ’ ମୋବାଇଲ ଆପ୍‌ : ଏହି ଆପ୍‌ ଜରିଆରେ ଟ୍ରେନରେ ସାମ୍ନା କରୁଥିବା ସମସ୍ୟାର କରିପାରିବେ ଅଭିଯୋଗ

ନୂଆଦିଲ୍ଲୀ : କେନ୍ଦ୍ରୀ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରେଳଯାତ୍ରୀଙ୍କ ଅଭିଯୋଗ ପାଇଁ ଏକ ୱେବସାଇଟ୍‌ ଏବଂ ମୋବାଇଲ ଆପ୍‌ ‘ସହଯାତ୍ରୀ’ ସେବା ଲଞ୍ଚ କରିଛନ୍ତି । ଏହି ଆପ୍‌ ଯୋଗୁଁ ରେଳଯାତ୍ରା ସମୟରେ ହେଉଥିବା ଯେକୌଣସି ଅସୁବିଧା ବିଷୟରେ ଆପଣ ଯେକୌଣସି ସ୍ଥାନରୁ ମଧ୍ୟ ଅଭିଯୋଗ କରିପାରିବେ।…