Browsing Tag

sanjeev chopra

ରାଜ୍ୟ ବାହାରେ ଫସିଛନ୍ତି ଦେଢ ଲକ୍ଷ ଓଡ଼ିଆ, ସୂଚନା ଦେଲେ ଗୃହ ସଚିବ ସଞ୍ଜୀବ ଚୋପ୍ରା

ଭୁବନେଶ୍ବର: ରାଜ୍ୟ ବାହାରେ ଫସିଛନ୍ତି ଦେଢ ଲକ୍ଷ ଓଡ଼ିଆ । ୪୦ ହଜାର ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିଛି । ଏଯାଏ କଣ୍ଟ୍ରୋଲରୁମକୁ ୫ ହଜାର ୨ଶହ କଲ୍‌ ଆସିଛି । ଶହେରୁ ଅଧିକ ଲୋକଥିବା ସ୍ଥାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଭଳି ୨୩୦ଟି ଓଡ଼ିଆ ଗ୍ରୁପ୍‌ ଚିହ୍ନଟ ହୋଇଛି। ଦିଲ୍ଲୀ, ଗୁଜରାଟ,…

ଗୃହ ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ଚୋପ୍ରା

କେନ୍ୟୁଜ୍: ଗୃହ ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ଚୋପ୍ରା। ଦାୟିତ୍ୱ ନେବା ପରେ ସଞ୍ଜୀବ ଚୋପ୍ରା ପ୍ରତିକ୍ରିୟା ରଖି କହିଛନ୍ତି, କମ୍ୟୁନିଟି ପୋଲିସିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ ଶାନ୍ତି ଶୃଙ୍ଖଳା ରହିଛି। ଆଗକୁ ଏହାକୁ ବଜାୟ ରଖିବେ ବୋଲି ସଞ୍ଜୟ ଚୋପ୍ରା କହିଛନ୍ତି।