Below header
Browsing Tag

sarpanch candidate

ବରଗଡ଼ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ହୃଦଘାତରେ ମୃତ୍ୟୁ

ବରଗଡ଼(କେନ୍ଯୁଜ୍): ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ହୃଦଘାତରେ ମୃତ୍ୟୁ । ସେ ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଯାହାଫଳରେ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ସ୍ଥଗିତ…

ପଞ୍ଚାୟତ ନିର୍ବାଚନରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ, ଭାଇରାଲ ହେଉଛି ଭିଡ଼ିଓ

ବଲାଙ୍ଗୀର (କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି ସରପଞ୍ଚ ପ୍ରାର୍ଥୀ । ପ୍ରଚାର ବେଳେ ଭୋଟରଙ୍କ ହାତରେ ଧରାଇ ଦେଉଛନ୍ତି ୫୦୦ ଟଙ୍କିଆ ନୋଟ୍‌ । ପକେଟରେ ବି ଧରିଛନ୍ତି ବିଡ଼ା ବିଡ଼ା ଟଙ୍କା । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠେମେରା ପଞ୍ଚାୟତ ସରପଞ୍ଚ ପ୍ରର୍ଥୀ…

ନିର୍ବାଚନ ମଇଦାନରେ ସିବିଏସଇ ଟପ୍ପର ରୁବି ବେହେରା, କେନ୍ଦ୍ରାପଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ କଲେ ନାମାଙ୍କନ…

କାକଟପୁର(କେନ୍ଯୁଜ୍): ନିର୍ବାଚନ ମଇଦାନରେ ସିବିଏସଇ ଟପ୍ପର । ସିବିଏସଇ ଟପ୍ପର ରୁବି ବେହେରା ଅସ୍ତରଙ୍ଗ ବ୍ଳକ କେନ୍ଦ୍ରାପଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ୨୦୧୮ ମସିହାରେ ପଞ୍ଜାବ ବୋର୍ଡରେ ୯୯ ପ୍ରତିଶତ ରଖିଥିଲେ ରୁବି । ତାଙ୍କ ସହ ଅଧିକ ଆଲୋଚନା…

ପଞ୍ଚାୟତ ଇଲେକ୍ସନରେ ହାରିଗଲେ ପ୍ରାର୍ଥୀ ତ ଭୋଟର୍ସଙ୍କୁ କହିଲେ “ପଇସା ଫେରାଅ”, ଭାଇରଲ ହେଉଛି ଭିଡିଓ

ସାଧାରଣତଃ ପଂଚାୟତ ଇଲେକ୍ସନରେ ଅନେକ ପ୍ରାର୍ଥୀ ଟଙ୍କା ପାଇଁ ତଳିତଳାନ୍ତ ହେବା କିମ୍ବା ନିଜର ହାରକୁ ସହ୍ୟ କରିପାରୁନଥିବାର ଅନେକ ଉଦାହରଣ ଆପଣ ଦେଖିଥିବେ । ତେବେ ନିକଟରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ବରି ଜିଲ୍ଲାରେ । ଏଠାକାର ପଂଚାୟତ ଇଲେକ୍ସନର ତୃତୀୟ…