ବିଶ୍ବକୁ ସରପ୍ରାଇଜ୍ ଦେଲା ଜାପାନ୍, ଲଞ୍ଚ କଲା କାଠରେ ତିଆରି ହୋଇଥିବା ଦୁନିଆର ପ୍ରଥମ ସାଟେଲାଇଟ୍
ଜାପାନର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ କାଠରେ ତିଆରି ହୋଇଥିବା ସାଟେଲାଇଟ୍ (First Wooden Satellite)ଲଞ୍ଚ କରିଛନ୍ତି । GnoSat ନାମକ ଏହି ସାଟେଲାଇଟକୁ ସ୍ପେସ୍ ଏକ୍ସ ରକେଟରେ ରଖାଯାଇ ମହାକାଶକୁ ପଠାଯାଇଛି । ଖବର ଅନୁଯାୟୀ ଏହି ସାଟେଲାଇଟ୍ କ୍ୟୁଟୋ ବିଶ୍ୱବିଦ୍ୟାଳୟ ଏବଂ ଗୃହ…