Below header
Browsing Tag

satyamev jayete 2

‘ସତ୍ୟମେବ ଜୟତେ ୨’ରପ୍ରଥମ ପୋଷ୍ଟର ସେୟାର କଲେ ଜନ୍‌, ଛାତିରେ ଦେଖାଇଲେ ତିରଙ୍ଗା

ଜନ ଆବ୍ରାହମଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ସତ୍ୟମେବ ଜୟତେ’ ୨୦୧୮ରେ ରିଲିଜ ହୋଇଥିଲା। ଯାହା ବକ୍ସ ଅଫିସରେ ବେଶ୍‌ ହିଟ୍‌ ହୋଇଥିଲା। ଜନ ଏହି ଫିଲ୍ମର ସିକ୍ୱେଲ‘ ସତ୍ୟମେବ ଜୟତେ ୨’ର ପ୍ରଥମ ପୋଷ୍ଟର ଜନ ସେୟାର କରିଛନ୍ତି। ଏଥିରେ ଜନଙ୍କ ଛାତିରେ ତିରଙ୍ଗା ଥିବାର ନଜର ଆସିଛି। ସେହି ପୋଷ୍ଟରରେ…