Below header
Browsing Tag

SBI cuts home loan

ଖୁସି ଖବର! SBI ଶସ୍ତା କଲା ହୋମ୍ ଲୋନ, ଜାଣନ୍ତୁ କେତେ ଟଙ୍କାରେ ନେବେ ଋଣ

ଦେଶର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ହୋମ୍ ଲୋନକୁ ନେଇ ଏକ ଖୁସି ଖବର ଆଣିଛି । ଏସବିଆଇ ଘୋଷଣା କରିଛି ଯେ ଫେଷ୍ଟିଭ୍ ସିଜନକୁ ନଜରରେ ରଖି ସେ କ୍ରେଡିଟ୍ ସ୍କୋର ଲିଙ୍କ୍ଡ ହୋମ୍ ଲୋନ୍ ୬.୭% ଦରରେ ଦେବ । ଲୋନ୍ ରାଶି ଯାହା ବି ହେଉ ବ୍ୟାଙ୍କ ଲୋନ୍ ଦେବ ବୋଲି ସୂଚନା ଦେଇଛି…