Below header
Browsing Tag

school auto accident

ମୋହନା ଢେପାଲାଞ୍ଜୁ ଗାଁ ନିକଟରେ ଓଲଟିଲା ସ୍କୁଲ ଅଟୋ, ୫ ଛାତ୍ରୀ ଆହତ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଢେପାଲାଞ୍ଜୁ ଗ୍ରାମ ନିକଟରେ ଏକ ଅଟୋ ଓଲଟି ୫ ଜଣ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଆହତ ହୋଇଛନ୍ତି। ଅଟୋଟି ୧୦ ଜଣ ଛାତ୍ରୀ ଙ୍କୁ ନେଇ ଗୁଣ୍ଡିମା ସ୍ଥିତ ଆଦର୍ଶ ବିଦ୍ୟାଳୟରୁ ମୋହନା ଆସୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିବା…

ବିପଦରେ ସ୍କୁଲ୍ ପିଲାଙ୍କ ଜୀବନ, ଟଙ୍କା ପାଇଁ ଏମିତି ଚାଲିଛି ବ୍ୟବସାୟ

କାମାକ୍ଷାନଗର: ବର୍ତ୍ତମାନ ଚାରିଆଡେ ଟ୍ରାଫିକ୍ ନିମୟକୁ କଡାକଡି କରାଯାଉଥିବାବେଳେ କିଛି ଲୋକ ଏହାକୁ ବେଖାତିର କରୁଥିବାର ନଜର ମଧ୍ଯ ସାମ୍ନାକୁ ଆସୁଛି । ଭୁବନେଶ୍ବରରେ କଡାକଡି ଟ୍ରାଫିକ୍ ନିୟମର ପ୍ରଭାବ ବେଶ୍ ପରିଲିକ୍ଷିତ ହେଉଥିବାବେଳେ ଲୋକମାନେ ଏହାକୁ ବେଶ୍ ଗୁରୁତର ସହ ଗ୍ରହଣ କରିଛନ୍ତି…