Below header
Browsing Tag

sdpo

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ; ୩୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଢେଙ୍କାନାଳ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ପୋଲିସ ଏସଡିପିଓ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତିରିଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ। ହିନ୍ଦୋଳ କାରନ୍ଦା ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି…

ଦେବଦୂତ ସାଜିଲେ ବାଲିଗୁଡା SDPO, ବଞ୍ଚାଇଲେ ଡ୍ରାଇଭରଙ୍କ ଜୀବନ

ବାଲିଗୁଡା(କେନ୍ଯୁଜ୍):  ଦେବଦୂତ ସାଜିଲେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ l sdpo ଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ଦୀର୍ଘ ସମୟ ଧରି ଦୁର୍ଘଟଣାରେ ଚାପି ହୋଇ ରହିଥିବା ଜଣେ ଡ୍ରାଇଭରଙ୍କ ଜୀବନ ବଞ୍ଚି ଯାଇଛି l ଏବେ ଉଦ୍ଧାର ଡ୍ରାଇଭର ଜଣକ ସୁସ୍ଥ ଥିବା ବେଳେ ଜିଲ୍ଲା…