୧୮୧ ବର୍ଷ ଧରି କାଚ ଜାରରେ ସୁରକ୍ଷିତ ରଖାଯାଇଛି ସିରିଏଲ କିଲରର ମୁଣ୍ଡ, ଜାଣନ୍ତୁ କାହିଁକି
ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା କହୁଛୁ ଯାହା କେବଳ ପର୍ତ୍ତୁଗାଲର ରାଜଧାନୀ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏକ ଭୟାନକ କାହାଣୀଠାରୁ କମ୍ ନୁହେଁ। ପର୍ତ୍ତୁଗାଲ ରାଜଧାନୀ ଲିସବନରେ ଜଣେ ଅଭିଯୁକ୍ତର ମୁଣ୍ଡକୁ ୧୮୧ ବର୍ଷ ହେଲା ସୁରକ୍ଷିତ ରଖାଯାଇଛି। ବାସ୍ତବରେ ଆଜି ବି ଏକ କାଚ୍ ଜାରରେ…