Browsing Tag

shekhar suman

କ’ଣ ୟେ ହେବେ କି ଶେଖର ସୁମନଙ୍କ ବୋହୂ? ସୋସିଆଲ ମିଡିଆରେ ହଇଚଇ କରୁଛି ପୁଅବୋହୂଙ୍କ ଫଟୋ!

ଶେଖର ସୁମନଙ୍କ ପୁଅ ଅଧ୍ୟୟନ ସୁମନଙ୍କ ଗାର୍ଲଫ୍ରେଣ୍ଡକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି। ପ୍ରଥମେ କଙ୍ଗାନା ରଣାଓ୍ଵତ୍‌, ପରେ ଦିଲ୍ଲୀର ଜଣେ ଯୁବତୀଙ୍କୁ ଅଧ୍ୟୟନ ଡେଟ୍‌ କରୁଥିଲେ। ଆଉ ଏବେ ‘ସ୍ପିଟ୍‌ସଭିଲ୍ଲା ୧୧’ର କଣ୍ଟେଷ୍ଟେଣ୍ଟ ମାୟରା ମିଶ୍ରାଙ୍କ ସହ ଡେଟିଂ କରୁଛନ୍ତି।…