Browsing Tag

shop looted

ଶାବଳରେ ତାଡ଼ି ଦୋକାନରୁ ଲୁଟ୍, ସିସିଟିଭରେ ଚୋରି ଦୃଶ୍ୟ

ଶାବଳରେ ତାଡ଼ି ଦୋକାନରୁ ଲୁଟ୍ । ୮୦ ହଜାର ଟଙ୍କାର ଜିନିଷ ଲୁଟିନେଲେ ଦୁର୍ବୃତ୍ତ । ଅନୁଗୋଳ ସଦର ଥାନା ଶାବଳଭଙ୍ଗା ନବୀନ ସାହୁଙ୍କ ମୋବାଇଲ ଦୋକାନରେ କିଛି ଦୁର୍ବୃତ୍ତ ପଶି ଚୋରି କରିଥିବା ଅଭିଯୋଗ ହୋଇଛି । ଏକ ଚା ଦୋକାନୀ ନିଜର ଦୋକାନ ଖୋଲିବାକୁ ଆସିଥିବାବେଳେ ଦୋକାନଟି ଖୋଲା ପଡ଼ିଥିବା ଦେଖି…

ଗୋଟାଏ ରlତିରେ ୯ ଦୋକାନରୁ ଚୋରି, ଦୋକାନ ଚାବି ଭାଙ୍ଗିବା ଦୃଶ୍ୟ କ୍ୟାମେରାରେ କୟଦ

ସୋର : ଗୋଟାଏ ରlତିରେ ବାଲେଶ୍ୱର ସୋର ସବିରା ଷ୍ଟେସନ ବଜାରରୁ ୯ ଦୋକାନ ଚୋରି ହୋଇଛି  l ଦୋକାନରେ ଚାବି ଭାଙ୍ଗିବା ଓ କ୍ୟାମେରା ଭାଙ୍ଗିବା ଦୃଶ୍ୟ କୟଦ l ଚାବି ଭାଙ୍ଗି ଚୋର ସମସ୍ତ ଦୋକାନରୁ କ୍ୟାସ ବାକ୍ସ ନେଇଗଲେ l ସମସ୍ତ ଦୋକାନରୁ ମୋଟ ଟଙ୍କାର ପରିମାଣ ୫୦ ହଜାର ହେବ ବୋଲି  ଜଣାପଡିଛି  l…