Below header

ଗୋଟାଏ ରlତିରେ ୯ ଦୋକାନରୁ ଚୋରି, ଦୋକାନ ଚାବି ଭାଙ୍ଗିବା ଦୃଶ୍ୟ କ୍ୟାମେରାରେ କୟଦ

ଗୋଟାଏ ରlତିରେ ବାଲେଶ୍ୱର ସୋର ସବିରା ଷ୍ଟେସନ ବଜାରରୁ ୯ ଦୋକାନ ଚୋରି ହୋଇଛି  l ଦୋକାନରେ ଚାବି ଭାଙ୍ଗିବା ଓ କ୍ୟାମେରା ଭାଙ୍ଗିବା ଦୃଶ୍ୟ କୟଦ l ଚାବି ଭାଙ୍ଗି ଚୋର ସମସ୍ତ ଦୋକାନରୁ କ୍ୟାସ ବାକ୍ସ ନେଇଗଲେ l ସମସ୍ତ ଦୋକାନରୁ ମୋଟ ଟଙ୍କାର ପରିମାଣ ୫୦ ହଜାର ହେବ ବୋଲି  ଜଣାପଡିଛି  l

ସୋର : ଗୋଟାଏ ରlତିରେ ବାଲେଶ୍ୱର ସୋର ସବିରା ଷ୍ଟେସନ ବଜାରରୁ ୯ ଦୋକାନ ଚୋରି ହୋଇଛି  l ଦୋକାନରେ ଚାବି ଭାଙ୍ଗିବା ଓ କ୍ୟାମେରା ଭାଙ୍ଗିବା ଦୃଶ୍ୟ କୟଦ l ଚାବି ଭାଙ୍ଗି ଚୋର ସମସ୍ତ ଦୋକାନରୁ କ୍ୟାସ ବାକ୍ସ ନେଇଗଲେ l ସମସ୍ତ ଦୋକାନରୁ ମୋଟ ଟଙ୍କାର ପରିମାଣ ୫୦ ହଜାର ହେବ ବୋଲି  ଜଣାପଡିଛି  l

ଚୋର ଆଖଣ୍ଡମଣି ଇଲୋଟ୍ରୋନିକିସ ଦୋକାନରେ ଚାବି ଭାଙ୍ଗିବା ଓ କ୍ୟାମେରା ଭାଙ୍ଗିବା ଦୃଶ୍ୟ କୟଦ ହୋଇଛି l ଷ୍ଟେସନାରୀ, ଭେରାଇଟ ଷ୍ଟୋର, ପାନ, ଅଣ୍ଡା, ସେଲୁନ ପ୍ରଭୃତି ଦୋକାନରୁ ହୋଇଛି ଚୋରି l ଭିନ୍ନକ୍ଷମଙ୍କ ଦୋକାନକୁ ବି  ଛାଡ଼ିଲେନି ଚୋର l

ଭିନ୍ନକ୍ଷମ ବୃନ୍ଦାବନ ଦଳେଇଙ୍କ ଟେଲର ଦୋକାନରୁ ଚୋରି ହୋଇଛି l ଖଵରପାଇ ସୋର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରମାନଙ୍କୁ ଧରିଵା ସହିତ ଚୋରି ଜିନିଷ ଉଦ୍ଧାର ପାଇଁ ଦୋକାନୀମାନେ ଦାଵି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.