Below header
Browsing Tag

shradhha kapoor

ଖୁବଶୀଘ୍ର ହାତକୁ ଦି ହାତ ହେବେ ଭିଲିଆନ ଗାର୍ଲ, ସମ୍ପର୍କୀୟ ଭାଇଙ୍କ ବିବାହରେ ଖାସ୍ ଲୋକଙ୍କ ସହିତ ଆସିଲେ ନଜର

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସମ୍ପର୍କୀୟ ଭାଇ ପ୍ରିୟଙ୍କ ଶର୍ମାଙ୍କ ବିବାହରେ ଅନେକ ବଲିଉଡ ସେଲିବ୍ରିଟ୍ ଯୋଗ ଦେଇଥିଲେ। ଏହି ବିବାହ ଉତ୍ସବକୁ ଶ୍ରଦ୍ଧା କପୁର ଜଣେ ଖାସ୍ ବନ୍ଧୁ ସହିତ ବିବାହ ଉତ୍ସବରେ ପହଞ୍ଚିଥିଲେ। ପଦ୍ମିନୀ କୋଲ୍ହାପୁରେଙ୍କ ପୁଅ ଏବଂ ଶ୍ରଦ୍ଧା କପୁରଙ୍କ ସମ୍ପର୍କୀୟ…

ଏନସିବି ଜବତ କଲା ଦୀପିକା, ସାରା, ଶ୍ରଦ୍ଧା ଏବଂ ରାକୁଲଙ୍କ ମୋବାଇଲ, ଫରେନ୍ସିକ ଯାଞ୍ଚରୁ ପ୍ରମାଣ ମିଳିବା ଅନୁମାନ

ଶନିବାର ଦିନ ଏନସିବି ଆକ୍ସନ ମୋଡରେ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିଥିଲା। ଏହି ତିନି ଅଭିନେତ୍ରୀଙ୍କୁ ଡ୍ରଗ୍ସ କେସ୍‌ରେ ଏନସିବି ବିଭିନ୍ନ ପ୍ରକାର ପ୍ରଶ୍ନ ପଚରାଉଚରା କରୁଛି। କିନ୍ତୁ ଖବର ମୁତାବକ, ଏହିସବୁ ଅଭିନେତ୍ରୀ ଏନସିବି ପ୍ରଶ୍ନର ଉତ୍ତର…