Browsing Tag

Shwedagon Pagoda

୨୬୦୦ ବର୍ଷ ପୁରୁଣା ଏହି ବୌଦ୍ଧ ମନ୍ଦିର ସମ୍ପୂର୍ଣ୍ଣ ରୂପରେ ସୁନାରେ ତିଆରି, ମୁକୁଟରେ ଲାଗିଛି ୫୦୦୦ ହୀରା

ଦୁନିଆର ବିଭିନ୍ନ କୋଣରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି। କେଉଁଠାରେ ହିନ୍ଦୁ ତ ଆଉ କେଉଁଠି ମୁସଲମାନ ତ ଆଉ କୋଉଠି ଶିଖ। କିନ୍ତୁ ଦୁନିଆରେ ଏକ ଦେଶ ଏମିତି ବି ଅଛି ଯେଉଁଠାରେ କେବଳ ବୌଦ୍ଧ ଧର୍ମାବଲମ୍ବୀ ବାସ କରନ୍ତି। ଏହି ଦେଶର ନାଁ ହେଉଛି ମିଆଁମାର। ମିଆଁମାରର ସବୁ ଜାଗାରେ…