ଅତ୍ୟଧିକ ଶୋଉଥିଲେ ହୋଇଯାଆନ୍ତୁ ସାବଧାନ! ହୋଇପାରେ ଅନେକ ସମସ୍ୟା
ସୁସ୍ଥ ଶରୀର ପାଇଁ ଭଲ ନିଦ ଜରୁରୀ ହୋଇଥାଏ । ରାତିର ଭଲ ନିଦ ଶରୀର ଏବଂ ମନକୁ ସତେଜ କରିଥାଏ । କିନ୍ତୁ ଆପଣ କ’ଣ ଜାଣନ୍ତି କି ଅତ୍ୟଧିକ ଶୋଇବା ଦ୍ୱାରା ଡିପ୍ରେସନ ହୋଇପାରେ? ହଁ ଆଜ୍ଞା ଆପଣ ଠିକ୍ ଶୁଣିଛନ୍ତି! ଅତ୍ୟଧିକ ଶୋଇବା ମାନସିକ ଏବଂ ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ ବୋଲି ବିବେଚନା…