Below header
Browsing Tag

sindhu

ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲ: ସାତ୍ତ୍ୱିକ ଓ ଚିରାଗ ଯୋଡି ସେମିଫାଇନାଲରେ, ସିନ୍ଧୁ ଓ ସାଇନା ହେଲେ ପରାସ୍ତ

ବିଶ୍ୱ ଚମ୍ପିୟାନ ପିଭି ସିନ୍ଧୁ ଓ ସାଇନା ନେହୱାଲ ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନର କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ଏହା ସହ ମହିଳା ବିଭାଗର ଏକଲା ବର୍ଗରେ ଭାରତର ସମସ୍ତ ଆଶା ଧୂଳିସାତ ହୋଇଛି । ବିଶ୍ୱର ୬ଷ୍ଠ ତମ ଖେଳାଳି ପିଭି ସିନ୍ଧୁ ଚାଇନାର ତାଇପେର ତାଇ ଯୁ ଇଙ୍ଗ ଠାରୁ…

ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଫାଇନାଲ୍‌ରେ ସିନ୍ଧୁ

ବେଜିଂ: ଚୀନ୍‌ର ବେଜିଂରେ ଚାଲିଥିବା ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଫାଇନାଲ୍‌ରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି ପିଭି ସିନ୍ଧୁ । ସେମିଫାଇନାଲ୍‌ରେ ସିନ୍ଧୁ ଦ୍ୱିତୀୟ ସିଡ୍‌ ଆକେନ୍‌ ୟାମାଗୁଚିଙ୍କୁ ୨୧-୧୬ ଓ ୨୪-୨୨ରେ ହରାଇଛନ୍ତି । ଦ୍ୱିତୀୟ ତଥା ନିର୍ଣ୍ଣାୟକ ଗେମ୍‌ରେ ସିନ୍ଧୁ ଜୋରଦାର…

ବିଏଫ୍‌ଡବଲ୍ୟୁ ବିଶ୍ୱ ବ୍ୟାଡ୍‌ମିଣ୍ଟନ : ସିନ୍ଧୁ ଓ ଶ୍ରୀକାନ୍ତ ପ୍ରି-କ୍ୱାର୍ଟରରେ

ଚୀନ୍‌ର ନାନ୍‌ଜିଙ୍ଗଠାରେ ଚାଲିଛି ବିଏଫ୍‌ଡବଲ୍ୟୁ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌ । ଏହାର ପ୍ରି-କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି ଭାରତର ଦୁଇ ଷ୍ଟାର ଖେଳାଳି ପିଭି ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ । ମହିଳା ସିଙ୍ଗଲସ୍‌ରେ ସିନ୍ଧୁ ଇଣ୍ଡୋନେସିଆର ଫିତ୍ରିଆନିଙ୍କୁ ୨୧-୧୪,…