Below header

ବିଏଫ୍‌ଡବଲ୍ୟୁ ବିଶ୍ୱ ବ୍ୟାଡ୍‌ମିଣ୍ଟନ : ସିନ୍ଧୁ ଓ ଶ୍ରୀକାନ୍ତ ପ୍ରି-କ୍ୱାର୍ଟରରେ

ଚୀନ୍‌ର ନାନ୍‌ଜିଙ୍ଗଠାରେ ଚାଲିଛି ବିଏଫ୍‌ଡବଲ୍ୟୁ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌ । ଏହାର ପ୍ରି-କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି ଭାରତର ଦୁଇ ଷ୍ଟାର ଖେଳାଳି ପିଭି ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ । ମହିଳା ସିଙ୍ଗଲସ୍‌ରେ ସିନ୍ଧୁ ଇଣ୍ଡୋନେସିଆର ଫିତ୍ରିଆନିଙ୍କୁ ୨୧-୧୪, ୨୧-୯ରେ ହରାଇଥିବା ବେଳେ ପୁରୁଷ ବର୍ଗରେ ଶ୍ରୀକାନ୍ତ ସ୍ପେନ୍‌ର ପାବଲୋ ଏବିଏନ୍‌ଙ୍କୁ ୨୧-୧୫, ୧୨-୨୧, ୨୧-୧୪ରେ ପରାସ୍ତ କରିଛନ୍ତି । ସେହିପରି ଆଉ ଜଣେ ଭାରତୀୟ ସାଇ ପ୍ରଣିତ ମଧ୍ୟ ପ୍ରି-କ୍ୱାର୍ଟରରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.