ବିଦେଶରେ ରାସ୍ତାରେ ନାଚୁଛନ୍ତି ହ୍ୟୁମା : ସୋସିଆଲ ମିିଡିଆରେ ଭିଡିଓ ଭାଇରାଲ

ବିଦେଶରେ ରାସ୍ତାରେ ମ୍ୟୁଜିସିଆନଙ୍କ ଧୂନରେ ନାଚୁଛନ୍ତି ହ୍ୟୁମା କ୍ୟୁରେସୀ। ଇନ୍ଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିଛନ୍ତି ହ୍ୟୁମା। ଆର୍ମେନିଆର ରାସ୍ତାରେ ବୁଲୁଛନ୍ତି ହ୍ୟୁମା। ଜଣେ ଷ୍ଟ୍ରିଟ୍ ମ୍ୟୁଜିସିଆନ୍ଙ୍କୁ ଦେଖି ଅଟକି ଯାଉଛନ୍ତି। ଆଉ ତାଙ୍କ ଧୂନରେ ନାଚିବାରେ ଲାଗୁଛନ୍ତି। ଜଣେ ମହିଳା ଆସି ମ୍ୟୁଜିସିଆନଙ୍କ ବ୍ୟାଗରେ ଟଙ୍କା ରଖି ଚାଲିଯାଉଛନ୍ତି। ହ୍ୟୁମା ଜୋରରେ ହସିବା ସହ ସେଠାରୁ ଚାଲିଯାଉଛନ୍ତି। ଏହି ଭିଡିଓଟିକୁ ୧୭ଘଣ୍ଟା ଭିତରେ ୮୪ ହଜାରରୁ ଅଧିକ ଲୋକେ ଦେଖିସାରିଲେଣି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.