Below header

ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଫାଇନାଲ୍‌ରେ ସିନ୍ଧୁ

ବେଜିଂ: ଚୀନ୍‌ର ବେଜିଂରେ ଚାଲିଥିବା ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଫାଇନାଲ୍‌ରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି ପିଭି ସିନ୍ଧୁ । ସେମିଫାଇନାଲ୍‌ରେ ସିନ୍ଧୁ ଦ୍ୱିତୀୟ ସିଡ୍‌ ଆକେନ୍‌ ୟାମାଗୁଚିଙ୍କୁ ୨୧-୧୬ ଓ ୨୪-୨୨ରେ ହରାଇଛନ୍ତି । ଦ୍ୱିତୀୟ ତଥା ନିର୍ଣ୍ଣାୟକ ଗେମ୍‌ରେ ସିନ୍ଧୁ ଜୋରଦାର କମ୍‌ବ୍ୟାକ୍‌ କରିଥିଲେ । ୧୧-୧୯ରେ ପଛରେ ପଡ଼ିଥିବା ବେଳେ ଚମତ୍କାର ଖେଳ ଦେଖାଇ ବିଜୟ ହାସଲ କରିଥିଲେ । ଫାଇନାଲ୍‌ରେ ସେ କାରୋଲିନା ମରିନ୍‌ଙ୍କୁ ଭେଟିବେ । ୨୦୧୬ ଅଲିମ୍ପିକ୍‌ ଫାଇନାଲରେ ମଧୃ ଏହି ଦୁଇ ଖେଳାଳି ପରସ୍ପରକୁ ଭେଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.