Below header

କଟିଲା ଇଶାନ୍ତ ଶର୍ମାଙ୍କ ମ୍ୟାଚ୍‌ ଫି

ଇଶାନ୍ତ ଶର୍ମାଙ୍କୁ ଆଇସିସିର ଦଣ୍ଡ । ଇଂଲଣ୍ଡ ସହ ପ୍ରଥମ ଟେଷ୍ଟର ତୃତୀୟ ଦିନ ଡେଭିଡ୍‌ ମାଲଓ୍ଵନଙ୍କ ଓ୍ଵିକେଟ୍‌ ନେବା ପରେ ସେ ଯେଭଳି ସେଲିବ୍ରେସନ୍‌ କରିଥିଲେ ଓ ସଂକେତ ଦେଇଥିଲେ ତାହା ଗ୍ରହଣୀୟ ନୁହେଁ । ଯାହା ଆଇସିସିର ଆଚରଣବିଧି ଉଲ୍ଲଂଘନ କରିଥିଲା । ସେଥିପାଇଁ ଆଇସିସି ତାଙ୍କ ମ୍ୟାଚ୍‌ ଫି’ର ୧୫ ପ୍ରତିଶତ କାଟିବାକୁ ନିର୍ଦ୍ଦେଶ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.