ଦୃବୃତ୍ତ ଲୁଟି ନେଲେ ୨କୋଟିର ସିଗାରେଟ

ଭୁବନେଶ୍ବର : ଖୋର୍ଦ୍ଧା-ଜାତୀୟ ରାଜପଥ ୧୬ ଏକ ଭିନ୍ନ ପ୍ରକାରର ଚୋରୀ ହୋଇଛି। ବଡପୋଖରିଆ ନିକଟରୁ ହୋଇଛି ଲୁଟ। ସିଗାରେଟ ବୋଝେଇ କଣ୍ଟେନରରୁ ଦୃବୃତ୍ତ ଲୁଟି ନେଲେ ୨କୋଟି ଟଙ୍କାର ସିଗାରେଟ। ସିଗାରେଟ ଆଟିସି କମ୍ପାନୀର ଥିବା ଜଣାପଡ଼ିଛି। ନିରାକାରପୁର ଥାନାରେ ଏନେଇ କମ୍ପାନୀ ତରଫରୁ ଏତଲା ଦିଆଯାଇଥିବା ବେଳେ ପୋଲିସ ଘଟଣାଟିର ତଦନ୍ତ ଜାରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.