ମାହି ଭାଇ ସବୁବେଳେ ପଡିଆରେ କୁଲ୍ ଅନ୍ଦାଜରେ ନଥାନ୍ତି, ଈଶାନ୍ତ ଶର୍ମା ଧୋନିଙ୍କୁ ନେଇ କଲେ ଖୁଲାସା
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ଶାନ୍ତ ସ୍ୱଭାବ ପାଇଁ ବେଶ୍ ପରିଚିତ । ମଇଦାନରେ ମୁସ୍କିଲ ସମୟରେ ଶାନ୍ତିରେ ନିଷ୍ପତ୍ତି ନେବାରେ ମାହି ମାହିର । ଏଥିପାଇଁ ତାଙ୍କୁ କୁଲ୍ କ୍ୟାପଟେନ ବୋଲି କୁହାଯାଏ । କିନ୍ତୁ ନିକଟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ଈଶାନ୍ତ…