ରିଆଲିଟି ଶୋ ‘ସା ରେ ଗା ମା ପା’ ବିଜେତା ହେଲେ ଶ୍ରଦ୍ଧା ମିଶ୍ର, ଜିତିଲେ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କା
ରିଆଲିଟି ଶୋ ‘ସା ରେ ଗା ମା ପା’ର ବିଜେତା ହୋଇଛନ୍ତି ମୁମ୍ବାଇର ଶ୍ରଦ୍ଧା ମିଶ୍ର । ଶ୍ରଦ୍ଧାଙ୍କୁ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି । ଶ୍ରଦ୍ଧା ବିଜେତା ହୋଇଥିବା ବେଳେ ଶୁଭଶ୍ରୀ ଦେବନାଥ ପ୍ରଥମ ରନର ଅପ୍, ଉଜ୍ଜଲ ମୋତିରାମ ଗଜଭର ଦ୍ବିତୀୟ ରନର-ଅପ ହୋଇଛନ୍ତି ।…