Below header
Browsing Tag

siva panigrahi

୭୮ ବର୍ଷ ବୟସ ଆଖି ବୁଜିଲେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ, ଚତ୍ରକଳା ରାଜ୍ୟ ପାଇଁ ଆଣିଥିଲେ ଗୌରବ

କଟକ(କେନ୍ୟୁଜ୍): ପର ଲୋକରେ ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀ।  ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।ଶିବ ନିଜ ଚତ୍ରକଳା ପାଇଁ  ଦେଶ ବିଦେଶ ରେ ବେଶ ନାଁ କରି ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିଲେ । ଆଜି କଟକ  ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି…