Below header
Browsing Tag

small chariot

କାଳିଆ ପାଇଁ କୁନି ରଥ: ଛୋଟ ଛୋଟ ତୁଳସୀ କାଠିରେ ୨.୧ ସେମିର ନନ୍ଦିଘୋଷ ରଥ ତିଆରି କରି ଚର୍ଚ୍ଚାରେ ସ୍ମୃତି ରଞ୍ଜନ

କଟକ (କେନ୍ୟୁଜ): ଚର୍ଚ୍ଚାରେ କଟକର ପୁଅ ସ୍ମୃତି ରଞ୍ଜନ । ମହାପ୍ରଭୁଙ୍କ ରଥଯାତ୍ରା ଉପଲକ୍ଷେ ଛୋଟ ଛୋଟ ତୁଳସୀ କାଠିରେ ୨.୧ ସେ.ମିର ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ରଥ ତିଆରି କରିବା ପାଇଁ ସ୍ମୃତିଙ୍କୁ ପାଖା ପାଖି ୨୨ ଘଣ୍ଟା…

କେବେ ଦେଖିଛନ୍ତି କି ଏତେ ଛୋଟ ରଥ? ଯାହାର ଉଚ୍ଚତା ମାତ୍ର ୨.୫ଇଞ୍ଚ

ବ୍ରହ୍ମପୁର(କେନ୍ୟୁଜ୍) : କାଳିଆ ସାଆନ୍ତଙ୍କ ଚାଲିଛି ଘୋଷଯାତ୍ରା ପର୍ବ । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହି ଅବସରରେ…