Below header
Browsing Tag

snana yatra in puri

ମଧ୍ୟାହ୍ନ ୧୨ଟା ନୁହେଁ ଅପରାହ୍ନ ୩ଟା ଯାଏଁ ଆଜି ଜଗା ଦର୍ଶନ ବନ୍ଦ, ଜାଣନ୍ତୁ ଆସନ୍ତାକାଲି ସ୍ନାନଯାତ୍ରାର ନୀତିକାନ୍ତି…

ପୁରୀ(କେନ୍ୟୁଜ): ଆଜି ଅପରାହ୍ନ ୩ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ। ସ୍ନାନଯାତ୍ରା ପରିପ୍ରେକ୍ଷୀରେ ଚାରମାଳ ବନ୍ଧା ଓ ସେନାପଟା ଲାଗି ନୀତି ନିମନ୍ତେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରିବେ ମହାପ୍ରଭୁ। ସ୍ନାନମଣ୍ଡପରେ ୧୦୮…

ସ୍ନାନ ମଣ୍ଡପକୁ ଆସିଲେନି ଗଜପତି ମହାରାଜ, ପ୍ରତିନିଧି ଭାବେ ମୁଦିରସ୍ତ ତୁଲାଇଲେ ସେବା

ପୁରୀ: ସ୍ନାନ ମଣ୍ଡପକୁ ସେବା ପାଇଁ ଆସିଲେନି ଗଜପତି ମହାରାଜ। ମହାରାଜଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ତୁଲାଇଲେ ସେବା । ଶଙ୍କରାଚାର୍ଯ୍ୟ ମଧ୍ୟ ସ୍ନାନଦେବୀକୁ ନଆସିବା ନେଇ ସୂଚନା ମିଳିଛି । ତେବେ ଗଜପତି ମହାରାଜ ନଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ଅପରପଟେ ନିର୍ଦ୍ଧାରିତ ସମୟରେ ଚାଲିଛି…

ଆଜି ଦେବ ସ୍ନାନ ପୂର୍ଣ୍ଣିମା: ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, କରୋନା କଟକଣା ଯୋଗୁ ବିନା ଭକ୍ତରେ ହେଉଛି…

ପୁରୀ: ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା । ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି। ବିଳମ୍ବିତ ରାତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ ହୋଇଛି । ଚଳିତବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ହେଉଛି ନୀତିକାନ୍ତି । ପ୍ରତିବର୍ଷ ଭଳି ଆଜି ମଧ୍ୟ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ…

ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଳମ୍ବିତ ରାତିରେ ହେବ ପହଣ୍ଡି

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏହି ସ୍ନାନଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥାଏ । କିନ୍ତୁ କରୋନା କଟକଣା ପାଇଁ  ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ବଞ୍ଚିତ ହେବେ ଭକ୍ତ ଓ ଶ୍ରଦ୍ଧାଳୁ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଳମ୍ବିତ ରାତିରେ ପହଣ୍ଡି ହେବ ।…