Below header
Browsing Tag

sobhakar behera

ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ଶୋଭାକର: ଯିଏ ଦୀର୍ଘ ୨୭ ବର୍ଷ ଧରି କରିଆସୁଛନ୍ତି ପରିବେଶ ଓ ଜୀବ ସୁରକ୍ଷା ପାଇଁ…

କାକଟପୁର: ଆଜିକାଲିର ଯୁବକ ମାନେ ସରକାରୀ ଚାକିରୀ ପଛରେ ଧାଉଁଥିବା ବେଳେ ଏମିତି ଅନେକ ମଣିଷ ଆଜିବି କିଛି ଅଲଗା କରି ଦେଖାଇବାର ନିଶା ରଖିଛନ୍ତି । ଖାଲି ନିଜ ପାଇଁ ନୁହେଁ ସାରା ସମାଜ ପାଇଁ ଯାହା ମଙ୍ଗଳ ହେବ ସେ ନେଇ ସର୍ବଦା ଚେଷ୍ଟା କରିଥାନ୍ତି । ଏମିତି ଜଣେ ମଣିଷ ଯିଏ ଜଣେ ଉଚ୍ଚ ଶିକ୍ଷିତ…