Browsing Tag

sonu sud

ପଢ଼ା ପାଇଁ ଛୋଟ ଝିଅ ହାତ ଯୋଡ଼ି କଲେ ସହାୟତାର ଗୁହାରି, ସାହାଯ୍ୟ କରିବା ପାଇଁ ପୁଣି ଆଗେଇ ଆସିଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ :  ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ସହାୟତା କଥା କାହାକୁ ବା ଅଜଣା । କରୋନା ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ କଥା ହେଉ ବା ବିଦେଶରେ ଫସି ରହିଥିବା ଦେଶବାସୀଙ୍କ କଥା । ସେ ସମସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇ ନିଜ ନିଜ ଘରକୁ ଫେରାଇ ଆଣିବାରେ ଦେବଦୂତ ସାଜିଥିଲେ ।…