Browsing Tag

soujanya suicide

ଦଉଡ଼ି ଦେଇ ଜୀବନ ହାରିଲେ କନ୍ନଡ଼ ଟିଭି ଅଭିନେତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ବାପା-ମା’ଙ୍କୁ ମାଗିଲେ କ୍ଷମା

ଆଉ ନାହାନ୍ତି କନ୍ନଡ ଟିଭି ଅଭିନେତ୍ରୀ ସୌଜନ୍ୟା। ନିଜ ଆପାର୍ଟମେଣ୍ଟରେ ଦଉଡ଼ି ଦେଇ ଜୀବନ ହାରିଛନ୍ତି ଏହି ଅଭିନେତ୍ରୀ। ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରୁ ଗତ କାଲି ସୌଜନ୍ୟାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ସୌଜନ୍ୟା ଆତ୍ମହତ୍ୟା କରିଥିବା ଖବର ଶୁଣି ପୂରା କନ୍ନଡ ଟିଭି ଇଣ୍ଡଷ୍ଟ୍ରୀ…