ଓଡ଼ିଶାରେ ପୁଞ୍ଜି ନିବେଶ କରିବ କୋରିଆ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି…
ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ପୁଞ୍ଜି ନିବେଶ କରିବ କୋରିଆ। ଏନେଇ ଆଗ୍ରହ ଦେଖାଇଛି। ସବୁ ସେକ୍ଟରରେ କୋରିଆ ବିନିଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛି। ଆଜି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ପୁଞ୍ଜି ନିବେଶ ବାବଦରେ ଆଲୋଚନା କରିଛନ୍ତି ଦକ୍ଷିଣ କୋରିଆର ଶିଳ୍ପ…