Below header
Browsing Tag

special sand art

ବାଲୁକାକଳା ମାଧ୍ୟମରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାଲୁକାକଳା ମାଧ୍ୟମରେ ସ୍ୱାଧୀନତାର ଶୁଭେଚ୍ଛା । ୭୪ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକାକଳାରେ ଦେଶର ସମସ୍ତ ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ଯବାନଙ୍କ ସମେତ କରୋନା ମହାମାରୀ ସମୟରେ କାର୍ଯ୍ୟରତ…