ଅନୁଷ୍ଠିତ ହେଲା ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ, ଆଧ୍ୟାତ୍ମିକ ଚେତନାରେ ବୁଡ଼ିଲେ ଭକ୍ତ
ମହାମନ୍ତ୍ର ଧ୍ବନିରେ ଗୁଞ୍ଜରିତ ହେଲା ନାମ ମଣ୍ଡପ । ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ ମହାମନ୍ତ୍ରରେ ପ୍ରକମ୍ପିତ ହେଲା ସାରା ପରିବେଶ । ଗାୟକଙ୍କ ସ୍ବରରେ ସ୍ବର ମିଶାଇ ସମସ୍ତେ ହରିନାମ ଗାୟନ କଲେ । ଆଉ ମୃଦଙ୍ଗର ତାଳେ ତାଳେ ନାଚିବା ସହ…