କମ୍ ପ୍ରାଇସରେ ଚାହୁଁଛନ୍ତି କି ସ୍ପୋର୍ଟ୍ସ ବାଇକର ମଜା? କେବଳ ଦେଢ଼ ଲକ୍ଷ ଟଙ୍କାରେ ଆସୁଛି ଏହି ବାଇକ୍ସ
ବର୍ତ୍ତମାନ ସମୟରେ ବଜାରରେ ସ୍ପୋର୍ଟ୍ସ ବାଇକର ଡିମାଣ୍ଡ ବେସ୍ ଅଧିକ ରହିଛି । ଏହି କାରଣରୁ ବାଇକ ଲଭର୍ସମାନେ ସାଧାରଣ ବାଇକ୍ ବଦଳରେ Apache ଏବଂ Pulsar ଭଳି ବାଇକ୍ କିଣିବାକୁ ପସନ୍ଦ କରନ୍ତି । ଏପରି ସ୍ଥିତିରେ ଯଦି ଆପଣ ଏକ ସ୍ପୋର୍ଟ୍ସ ବାଇକ୍ ଖୋଜୁଛନ୍ତି ଯାହା ଆପଣଙ୍କର ଦୈନଦିନ…