Browsing Tag

sports person tweet

ସୁଶାନ୍ତଙ୍କ ବିୟୋଗରେ ସ୍ତବ୍ଧ କ୍ରୀଡା ଜଗତ, ଟ୍ଵିଟ୍‌ କରି ଶୋକ ଜଣାଇଲେ କ୍ରିକେଟ ଖେଳାଳି

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମୁମ୍ବାଇ ସ୍ଥିତ ବାନ୍ଦ୍ରା ବାସଭବନରେ ରବିବାର ଆତ୍ମହତ୍ୟା କରିଛନ୍ତି । ସେ ନିଜ ବାସଭବନରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ତାଙ୍କ ବିୟୋଗରେ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି । ସୁଶାନ୍ତ ଭାରତର ସଫଳ ଅଧିନାୟକ ମହେନ୍ଦ୍ର ସିଂହ…