Below header
Browsing Tag

spray sanitizer in Thailand

ଏଠାରେ ସିମ୍ପାଜି ଦ୍ୱାରା କରାଯାଉଛି ସାନିଟାଇଜେସନ, ଜାଣନ୍ତୁ କାହିଁକି

ବିଶ୍ୱରେ କରୋନା ଭାଇରସର ଭୟ ବ୍ୟାପିବାରେ ଲାଗିଛି। ଏନେଇ କୌଣସି ନା କୌଣସି କୋଣରୁ ପ୍ରତ୍ୟେକ ସମୟରେ ଦୁଃଖଦ ଘଟଣା ସାମ୍ନାକୁ ଆସୁଛି। ସେହିଭଳି କରୋନା ଭାଇରସ ସହ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି କିନ୍ତୁ ଏହି ଘଟଣା ଟିକିଏ ଭିନ୍ନ। କାରଣ ଏଠାରେ ମଣିଷ ନୁହେଁ ବରଂ ସିମ୍ପାଜି ସହ ଜଡିତ ଘଟଣା।…